ABOUT
About me
Author and Founder
Welcome to ‘Homeremediesodia’online Basic home treatment(ଘରୋଇ ଚିକିତ୍ସା )କେମିତି କରିବେ ତାହାର ସମ୍ପୂର୍ଣ୍ଣ ବିବରଣୀ ଏଠାରେ ଉଲ୍ଲେଖ କରିଅଛି ା
ନମସ୍କାର ବନ୍ଧୁଗଣ ,ମୋ ନାଁ ମନୋଜ କୁମାର ମୁଣ୍ଡାରୀ ,ମୁଁ Bachlore degree (B .A )କରିଛି ,ବୟସ 30ବର୍ଷ ,ମୁଁ ଭାରତର ଓଡିଶା ରାଜ୍ୟ ସମ୍ବଲପୁର ସହରରେ ରହୁଛି ମୁଁ Blogging ର ଆରମ୍ଭ 2018ରୁ କରିଛି homeremediesodia ନାମରେ ଏଥିରେ ସମସ୍ତ ପ୍ରକାର ରୋଗର ଘରୋଇ ଚିକିତ୍ସା କେମିତି କରିବେ ସେ ବିଷୟରେ ସମ୍ପୂର୍ଣ୍ଣ ଉଲ୍ଲେଖ କରିଅଛି ଏହା ଆପଣଙ୍କ ଘରେ ଯେ କୌଣସି ଜରୁରୀ କାଳୀନ ସମସ୍ୟାରେ ପ୍ରୟୋଗ କରିବାରିବେ ା
ମୁଁ ‘Homeremediesodia‘online Basic home treatment(ଘରୋଇ ଚିକିତ୍ସା ) 2018 ରେ ଆରମ୍ଭ କରିଛି, ଏଥିରେ କଣ୍ଠ ଗତ ରୋଗ ,କର୍ଣ୍ଣ ରୋଗ ,କୃମି ରୋଗ ଚର୍ମ ରୋଗ ,ଗ୍ୟାସଟ୍ରିକ ,ଆପେଣ୍ଡି ସାଇଟିସ ,ମୁଖମଣ୍ଡଳ ରୋଗ ,ଅଜିର୍ଣ ,ଵିପର୍ସ ମୂତ୍ର କୁଚ୍ଛ୍ୱ ,ପୀନସ ଓ ନାସା,ନିମ୍ନରକ୍ତଚାପ,ବାନ୍ତି ,ନିଦ୍ରାହୀନତା ,ବହୁମୁତ୍ର ,କ୍ରୋମ ରୋଗ ,ବୃକକ ରୋଗ ବ୍ରଣ ,ଗ୍ରନ୍ଥି, ପୌରୁଷ ବୃଦ୍ଧି ,ପୁଂସବନ ଓ ଗର୍ଭଧାନକ୍ରିୟା,ସ୍ତନ ସୁରକ୍ଷା ଇତ୍ୟାଦି ସମସ୍ତ ତଥ୍ୟ ଏହି website ରେ ପାଇପାରିବେ ା
Homeremediesodia Mission
ଏହି website(https://homeremediesodia.blogspot.com)ର ମୂଳଲକ୍ଷ୍ୟ ଏହି କି ଯେ ଓଡ଼ିଶାର ସମସ୍ତ ରାଜ୍ୟରେ ସମସ୍ତ ଜାଗାରେ ଯେ କୌଣସି ରୋଗର ଉପଯୁକ୍ତ ସମୟରେ ଉପଯୁକ୍ତ ଚିକିତ୍ସା କରାଯାଇ ପାରୁନାହିଁ Hospital ନେବା ପୂର୍ବରୁ ଆପଣମାନେ
ଚାହିଁଲେ emedies (ଆୟୁର୍ବେଦିକ ମେଡିସିନ )ବ୍ୟବହାର କରି ପାରିବେ ା
ଯଦି ଆପଙ୍କ ପାଖରେ କିଛି ପ୍ରଶ୍ନ ଥାଏ କିଛି ଜାଣିବାର ଥାଏ ଘରୋଇ ଚିକିତ୍ସା ବିଷୟରେ ଏବଂ ଏହାର ଉତ୍ତର ଚାହୁଁଛନ୍ତି ତେବେ ତଳେ ଦିଆ ଯାଇଥିବା Social media ଦ୍ୱାରା message କରିପାରିବେ ା
Follow me on social media
Email-
Facebook-
Twitter-
